ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ
ହାଟଡିହି, ----ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ଅବସରପ୍ରାପ୍ତ ଜଳସେଚନ ବିଭାଗର କର୍ମଚାରୀ ଉମାକାନ୍ତ କରଙ୍କ ୬୪ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ଭଲ ରୋଷେୟା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ ବଟକୃଷ୍ଣ କର, ଭଗବାନ କର, ପୁଅ ସୁରେଶ, କିଶୋର, ଜ୍ୱାଇଁ ରମେଶ, ଦେବବ୍ରତଙ୍କ ସମେତ ସମସ୍ତ ପରିବାର ଲୋକେ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ହାଟଡିହିରୁ ବିକାଶ ବଶ୍ୱାଳ
ହାଟଡିହିରୁ ବିକାଶ ବଶ୍ୱାଳ