>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ମହିଳା ଥାନାରେ ଅଭିଯୋଗ କଲେ : ନ୍ୟାୟ ପାଇଁ ଟଙ୍କା ଦେଲେ : ଶେଷରେ ନିରାଶ ହେଲେ

    ଜନୈକ ବ୍ୟକ୍ତି ଜଣଙ୍କୁ ବାହା ହୋଇ ଥିବା ବେଳେ,  ଅନ୍ୟ ମହିଳାଙ୍କୁ ରଖି ଛନ୍ତି  ।  ସ୍ତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରିବା ସହ ଜୀବନରେ ମାରି ଦେବାକୁ ସ୍ବାମୀ ଉଦ୍ୟମ କରିଥିଲେ। ଏ ନେଇ ୨୨-୧୦-୨୦୧୯  ରେ ଡେଲାଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।  ଜଣେ ବ୍ୟକ୍ତି ବିଶେଷ ମହିଳା ଙ୍କ ଠାରୁ ଓ ଅଭିଯୁକ୍ତଙ୍କ ଭାଇ ଠାରୁ ୫ ହଜାର ଟଙ୍କା ନେଇ ଘଟଣା କୁ ଦବାଇବା ସହିତ ଅଭିଯୁକ୍ତଙ୍କୁ ଥାନା ରୁ ଛାଡି ଦେଇ ଥିଲେ। ଏହାର ସିସି କ୍ୟାମେରା ରେକର୍ଡ ରହିଥିବା ମହିଳା କହନ୍ତି । ଏହି ହୋଉଛି ଆମ ରାଜ୍ୟ ସରକାରଙ୍କ ୫ଟି ସଫଳତା । ଅଭିଯୋଗ ହେଲା ପରେ ପୋଲିସ ନିଜେ ପଇସା ନ ନେଇ ଦଲାଲ ମାନଙ୍କ ଦ୍ଵାରା ଅର୍ଥ କାରବାର କରୁଛନ୍ତି । ଏହି ଥାନାରେ ଜଣେ ଦଲାଲ ଗିରଫ ହୋଇଥିବା ବେଳେ ଅନ୍ୟ ଜଣଙ୍କ କେବେ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ଲୋକମାନେ କହୁଛନ୍ତି। 
    ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts