 |
Baragarh News |
ବରଗଡ--- ବରଗଡ ଜିଲ୍ଲାର ରେଙ୍ଗାଲିକ୍ୟମ୍ପା ଠାରେ ଅନୁଷ୍ଠିତ ଶ୍ୟମାକାଳୀ ପୂଜା ପାଇଁ ଆଜି ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ଶହଶହ ମହିଳା ପୁରୁଷ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ । ମାତାଡେରା ପଡାରୁ ବାଜା, ଘଣ୍ଟା ଘଣ୍ଟା ଆଦି ବଜାଇଏହି ଶୋଭାଯାତ୍ରା ବାହାରି ମାଙ୍କ ପୀଠରେ ପହଞ୍ଚିଥିଲା । ସେଠାରେ ଏହି ଯୁଗାର ଯାତ୍ରା ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ।
ବରଗଡରୁ ନବୀନ ଦାଶଙ୍କ ରିପୋର୍ଟ