Breaking News

ରାସ୍ତାରେ କ୍ଷୀର ଗାଡି ଓଲଟିଲା, ଗାଡ଼ିରେ ଲାଗିଲା ନିଆଁ

   ପିପିଲି------ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥର ତେଇଶିପୁର ଛକ ନିକଟରେ ବୁଧବାର ଅପରାହ୍ନ  ୨ଟାରେ  ଏକ କ୍ଷୀର ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ପରେ ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଗାଡ଼ିଟି ହୁତହୁତ ହୋଇ ଜଳିଉଠିଥିଲା । ଖବର ପାଇ ପିପିଲିରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


 B mohapatra
pipili
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts