Breaking News

ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ପାହାଡ଼ ଧସିଲା

  ଗଜପତି------   ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ସାଂଘାତିକ ସ୍ଥିତି । ପାହାଡ ଧସିଲା, ୨୦ ଘର ମାଟିରେ ମିଶିଲା । ୧୫୦ରୁ ଅଧିକ ଗୃହପାଳିତ ପଶୁଙ୍କ ମୃତ୍ୟୁ ସୂଚନା ମିଳିଛି। 
 ଧୀରେନ୍ଦ୍ର ସେନାପତି

Blog Archive

Popular Posts