ପିପିଲି ରାଜନୀତି ପୁଣି ଘୋଳିଆ ହେବାକୁ ଯାଉଛି
ପିପିଲି-- ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଆଜି ପୂର୍ବତନ ବିଧାୟକ ତଥା ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ମାତ୍ର ବିଶେଷ ସୁତ୍ରରୁ ଜଣାପଡିଛି ଯେ ଶ୍ରୀ ସମାନ୍ତରାୟ କଂଗେସର ପିପିଲି ନିର୍ବାଚନ ମଣ୍ଡଳୀ ଟିକେଟ ବିକ୍ରୟ କରାଯାଇଥିବା ଅଭିଯୋଗ ଆଣି ନିର୍ବାଚନ ଲଡିବନେି ବୋଲି ବିଭିନ୍ନ ଗଣ ପ୍ରତିନିଧିଙ୍କୁ ସେ କହିଛନ୍ତି । ଯାହାକି କଂଗ୍ରେସ ଦଳକୁ ଏକ ବଡ ଝଟକା ଲାଗିଛି । କଂଗ୍ରେସ ଓ ଡେଲାଙ୍ଗ ଅଞ୍ଚଳର କଂଗ୍ରେସ କର୍ମୀ ମାନେ ଏବେ କ’ଣ କରିବେ ଦୋଛକିରେ ପଡିଯାଇଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର