Breaking News

ଗୁଆଳିପଡା ଗ୍ରାମ ପଞ୍ଚାୟତରେ କାଳିଆ ଯୋଜନାରେ ୬ ଶହ ଚାଷୀ ଆବେଦନ କଲେ


ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତରେ ସର୍ବଧିକ ୬ଶହ ଚାଷୀ ରାଜ୍ୟ ସକରାରଙ୍କ କାଳିଆ ଯୋଜନାରେ ଅନ୍ତଭୁକ୍ତ ହେବାପାଇଁ ଆବେଦନ କରିଥିବା ଜଣାପଡିଛି । କାଳିଆ ଯୋଜନା ଏବେ ଚାଷୀ ମାନଙ୍କର ଅତି ପିୟ ହୋଇ ପାରିଛି । ଛୋଟ ଚାଷୀ ଠାରୁ ବଡ ଚାଷୀ ମାନଙ୍କର ନାମ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଚାଷୀ ତାଲିକାରେ ବାଦ ପଡିଛି । କୌଣସି ଚାଷୀ ଏହି ଯୋଜନାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ନଜର କରି ଫର୍ମ ସରପଞ୍ଚ ଯୋଗାଇ ଦେଇଛନ୍ତି । ଉକ୍ତ ପଞ୍ଚାୟତରେ ସବୁଠାରୁ ଅଧିକ ସଂଖ୍ୟାକ ଚାଷୀ ମାନେ ଆବେଦନ କରିଥିବା ସରପଞ୍ଚ କାଳନ୍ଦୀ ଜେନାଙ୍କ ଠାରୁ ପ୍ରକାଶ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts