Breaking News

>>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • କାଳିଆ ଯୋଜନାର ଶୂଭାରମ୍ଭ କଲେ ମୁଖ୍ଯମନ୍ତୀ

    ପୁରୀ----ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ମାଳତିପାଟପୁର ଠାରେ କାଳିଆ ଯୋଜନା ଯୋଜନାରେ କୃଷକ ମାନଙ୍କୁ ସାହାଯ୍ୟ ରାସିର ପ୍ରଦାନ ଶୁଭଆରମ୍ଭ କରିଛନ୍ତି  । ଏହି ଯୋଜନାରେ ଚାଷୀ ଭାଇଭଉଣୀଙ୍କ କଲ୍ୟାଣ ଏବଂ ଚାଷର ଉନ୍ନତି ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରି ଭୂମିହୀନ ଭାଗଚାଷୀ, କୃଷି ଶ୍ରମିକ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀଙ୍କୁ ଚାଷ ପାଇଁ ସବୁ ସୁବିଧା ଯୋଗାଇଦେବା ସହିତ ଗରିବ ଦୂର କରିବାରେ ଏକ ଅମୋଘ ଅସ୍ତ୍ର ଭାବରେ କାମ କରିବ କାଳିଆ ଯୋଜନା ।  ରାଜ୍ଯରେ ୯୨ ଭାଗ ଚାଷୀଭାଇ ଉପକାର ପାଇବେ  । ଖରିଫ୍ ଓ ରବି ଉଭୟ ଫସଲ ରୁତୁ ପାଇଁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପାଇବେ । ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ରୁଣ ପାଇବେ । ସେହିପରି ଭୁମିହୀନ ଚାଷୀ ଜିବନ ଜିବିକା ପାଇଁ ୧୨,୫୦୦ ଟଙ୍କା ର ସହାୟତା କାଳିଆ ଯୋଜନା ରେ ଦିଆଜିବ। ଚାଷ କାମ କରିପାରୁ ନଥିବା ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ପାଇଁ ୧୦ ହଜାର ଟଙ୍କା ସାହାଯ୍ୟ ମିଳିବ । ସାରା ଓଡ଼ିଶାର ଆସିଥିବା ଚାଷୀ ଭାଇମାନଙ୍କ ମଧ୍ୟରୁ   ୧୦ ଜଣ ଚାଷୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସହାୟତାପତ୍ର ପ୍ରଦାନ କରିଥିଲେ। ଏହି ସମାବେଶରେ ବିଭିନ୍ନ ବ୍ଲକ ରେ ବିଧାୟକ ଓ  ଓଡ଼ିଆ ଚଳଚିତ୍ର ଅଭିନେତା ମାନେ ଓ ହାଜର ହଜାର କୃଷକ ଭାଇମାନଙ୍କୁ ଦେଖିବାକୁ ମିଳିଥିଲା ।
    ପୁରୀରୁ ଜୟନ୍ତ କୁମାର ସେଠୀ

    Blog Archive

    Popular Posts