Breaking News

ନିଆଁରେ ପୋଡି ସ୍ୱାମୀ ଓ ସ୍ତୀ ଆହତ

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ରିଙ୍କୁନାଥ ଷଢଙ୍ଗୀ (୩୨) ଓ ତାଙ୍କ ସ୍ତୀ ସୁଚିସ୍ମିତା ମିଶ୍ର ( ୨୬) ଗ୍ୟାସ ନିଆଁରେ ପୋଡି ଯାଇ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ଦିନ ପୁବାହ୍ନରେ ସୁଚିସ୍ମିତା ଗ୍ୟାସରେ ରୋଷୋଇ କରୁଥିବା ସମୟରେ ନିଆଁ ଲାଗିଯାଇଥିଲା  । ସେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଠା କରିବା ସମୟରେ ତାଙ୍କର ୭୫ ଭାଗ ନିଆଁରେ ପୋଡି ଯାଇଛି  । ରିଙ୍କୁ ନିଆଁ ଲିଭାଇବାକୁ ଯାଇ ସେ ମଧ୍ୟ ପୋଡି ଯାଇଥିବା ଜଣାପଡିଛି ।  ଅବସ୍ଥା ଗୁରୁତର ଥିବାର ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts