>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ନଦୀ ପଠାରେ ଚାଲିଛି ଅବାଧ ଗଛ କଟା ଜଙ୍ଗଲ ବିଭଗ ଚୁପ

    ସାକ୍ଷୀଗୋପାଳ -- ଏବେ କାଠ ମାଫିଆଙ୍କ ଆଖି ପଡିଛି ନଦୀ ପଠା ଉପରେ  ।  ଯେଉଁଠିକି କେହି ଅଧିକାରୀ ମାନେ ଯାଆନ୍ତି ନାହିଁ  । ନଦୀପଠାରେ ଥିବା ତାଳଗଛ ଗୁଡିକ କଟାଯାଉଛି । ସେମାନେ ଲିଜ ଓ ଜଙ୍ଗଲ ବିଭାଗଙ୍କ ଠାରୁ ଅନୁମତି  ନେଇ ଗଛ କାଟୁଛନ୍ତି ବୋଲି ପଚାରିଲେ ସେମାନେ କହନ୍ତି ।  ଭାର୍ଗବୀ ନଦୀ ପଠାରୁ ଚାଲିଛି ଅବାଧ ଗଛ କଟା । ସ୍ଥାନୀୟ କିଛି ମାଫିଆ କାଠ ପୋଲ ନିର୍ମାଣ ନାମରେ ନଦୀ ପଠାରୁ ତାଳଗଛ କାଟି ବିକ୍ରି କରିବାରେ ଲାଗିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗଙ୍ଗାନାରାୟଣପୁର ପଞ୍ଚାୟତ ପରିସୀମା ଭାର୍ଗବୀ ନଦୀ ଦୁଇ ଭାଗରେ ବିଭକ୍ତ କରୁଛି । ଡାହାଣ ପାଶ୍ୱର୍ରେ ମାଳିସାହି,ତିଆଡିସାହି, ଦଣ୍ଡା,ଘୋଡାହତା ଗ୍ରାମ ସହିତ ୩ଟି ୱାର୍ଡ ରହିଛି । ଏହି ଗ୍ରାମର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଚନ୍ଦନପୁର ଯାଇଥାନ୍ତି । ଯାତାୟତ ସୁବିଧା ପାଇଁ ବର୍ତମାନ ଏହି ନଦୀ ଉପରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ ପାଇଁ ପ୍ରସ୍ଥାବ ରହିଛି । ଏଥିପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାର ଜଣାପଡିଛି । କିନ୍ତୁ କିଛି ଅସାଧୁ ତଥା କାଠ ମାଫିଅ୍ୱାମାନେ ପୋଲ ନିର୍ମାଣ ନାମରେ ଦଣ୍ଡା ଗ୍ରାମ ସଲଗ୍ନ ନଦୀ ପଠାରୁ ୩୦ରୁ ଉର୍ଦ୍ଧ ତାଳଗଛ କାଟି ଦେଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରିଥିଲେ ମଧ୍ୟ ବିଭାଗୀୟ ସବୁ ଜାଣି ଚୁପ ସେମାନଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି  ।  ଏ ସମ୍ପର୍କରେ  ପୁରୀ ସଦର ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ କହନ୍ତି  ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦିଆଯିବ ଏବଂ ବେଆଇନ ଭାବରେ ଗଛ କାଟିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts