Breaking News

ଲମ୍ବା କେଶ ରଖି ଲିମିକା ବୁକରେ ସ୍ଥାନ ପାଇବା ପାଇଁ ଇଶି


iସାକ୍ଷୀଗୋପାଳ---  ଆଜିର ଦିନରେ ନୂଆ କିଛି କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଏହି କଥା ବହୁ ଦିନରୁ ରହିଛି ।  ସେ ସମୟରେ ସାଧୁସନ୍ଥ ମାନେ କେବେ କେଶ କାଟନ୍ତି ନାହିଁ । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ପାଟଣା ସାହିର ଜୟକୃଷ୍ଣ ସାହୁ(୪୮) ବର୍ଷ  । ତାଙ୍କର ଲମ୍ବା କେଶ ଏବେ ତାଙ୍କୁ ସ୍ୱତନ୍ତ ପରିଚୟ ଦୋଇଛି । ତାଙ୍କ କେଶର ଲମ୍ବା୧୦ ଫୁଟ  ସାତଇଞ୍ଚ । ଗାଁକୁ ଯେତେବେଳେ ବାବା ମାନେ ଆସୁଥିଲେ ସେମାନେ ନିଜ ନିଜର କେଶକୁ ବଡାଇ ଏପରିକି ଏକ ଗୋଲ କରି ମୁଣ୍ଡରେ ରଖୁଥିଲେ  । ସେମାନେ କେଶ କାଟୁନଥିଲେ । ଏହାକୁ ନଜର କରି ନିଜର ଏକ ମାନସିକ ବ୍ରତ କରିବା ପରି ନିଜର ଉଚ୍ଚତା ଠାରୁ ଅଧିକ ଉଚ୍ଚତା କେଶ ରଖିଛନ୍ତି ଶ୍ରୀ ସାହୁ ।  ସେ ଆଶା ରଖିଛନ୍ତି ଲିମିକା ବୁକରେ ସ୍ଥାନ ପାଇବା ପାଇଁଶ୍ରୀ ସାହୁ  ଆଶୟୀ ଅଛନ୍ତି । 

ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି 

Blog Archive

Popular Posts