Breaking News

ସରପଞ୍ଚ ଅଣଆଦିବାସି କହି ପଞ୍ଚାୟତ କାର୍ଯ୍ଯାଳୟରେ ତାଲା

କନ୍ଧମାଳ----କନ୍ଧମାଳର କେ.ନୂଆଗାଁ ବ୍ଲକ ମହାସିଂଙ୍ଗି ପଞ୍ଚାୟତ ଗୋଟେ ସପ୍ତାହ  ହେବ ପଞ୍ଚାୟତ ରେ ଆଦିବାସୀ ମାନେ ସରପଞ୍ଚ ଙ୍କୁ ଅଣ ଆଦିବାସୀ ବୋଲି ନିନ୍ଦା କରି ପଞ୍ଚାୟତ ରେ ତାଲା ପକାଇବା ସହ  ସେଠାରେ ବସିରହିଛନ୍ତି । ଏ ସମ୍ପର୍କରେ  ବ୍ଳକ ବିଡିଓ ଓ ବାଲିଗୁଡା ଥାନାରେ ସରପଞ୍ଚ ନୀଳିମା ମଲିକ ପଞ୍ଚାୟତ ର ତାଲା ଭାଙ୍ଗିବା ପାଇଁ ଲିଖିତ ଆକାରରେ ଦେଇଥିଲେ ।  ପୋଲିସ  ପଞ୍ଚାୟତ ଅଫିସ  କାର୍ଯ୍ଯାଳୟରେ  ପହଞ୍ଚଥିଲା । ପଡିଥିବା ଚାବି ଭାଙ୍ଗିବା ପାଇଁ ଉଦ୍ୟମ କରିବାରୁ ଉପସ୍ଥିତ ଆଦିବାସୀ ଭାଇ ମାନେ ଠେଲା ପେଲା କରିଥିଲେ  ।  ପୋଲିସ ବିଫଳ ହୋଇ ଫେରି ଆସିଥିଲେ । ଏହି ବିଷୟ ନେଇ ସରପଞ୍ଚ ନୀଳିମା ମଲିକ ଉପଜିଲ୍ଲାପାଳ ବାଲିଗୁଡା ତଥା ଥାନା ଅଧିକାରୀ ଙ୍କୁ ଦ୍ୟାରସ୍ତା ୋଇଥିଲେ ମଧ୍ୟ ସୁରକ୍ଷା ମିଳିନ ଥିବା ଗଣମାଧ୍ୟମରେ ପ୍ରକାଶ କରି ଛନ୍ତି ।  ସରପଞ୍ଚ ନୀଳିମା ମୁଁ ପ୍ରକୃତ ରେ ଆଦିବାସୀ ନା ଅଣ ଆଦିବାସୀ ଏହା ତୁରନ୍ତ ତଦନ୍ତ କରାଯାଉ ଏବଂ ଗାଳି ଗୁଳଜ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଉ ବୋଲି  ଦାବୀ କରିଛନ୍ତି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts