ଅବକାରୀ ବିଭାଗ ର ଚଢ଼ାଉ , ମଦ ଜବତ, ୨ ଗିରଫ
ଭଞ୍ଜନଗର- ବେଲଗୁଣ୍ଠା ନିକଟ ଉଡ୍ରା ଗାଁ ନିକଟରେ ଭଞ୍ଜନଗର ଅବକାରୀ ବୁଗୁଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ୭୦ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହ, ୨୪୦୦ ଲିଟର ପୋଚ ନଷ୍ଟ କରିଥିବା ବିଭାଗ ପକ୍ଷରୁ ଜଣାପଡିଛି। ଏ ସଂକ୍ରାନ୍ତରେ ରୋହନ କୁମାର ନାୟକ ଏବଂ ରାଜେନ୍ଦ୍ର ବେହେରା ନାମକ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଚଢାଉ ରେ ଏସଆଇ ମୋଜି ଶବର , ଅଲିଭା ମାଝି , ଏଏସଆଇ ଭୁବନୀ ବେହେରା, ସନାତନ ନାହାକ,ଜେତି ରଂଞ୍ଜନ ସ୍ବାଇଁ କୃଷ୍ଣଚନ୍ଦ୍ର ସେଠୀ,ସ୍ବାଧୀନ ସାହୁ,ନରେନ୍ଦ୍ର ଶବର ଦିପ୍ରିରଞ୍ଜନ ସେଠୀ ମନୋରଞ୍ଜନ ସେଠି,ରାମେଶ୍ୱର ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୪---୬,୪୫ Sakhigopal News,26/6/2024