Breaking News

ଘରେ ପଶି ଯୁବତୀ ଙ୍କୁ ଅସଦାଚରଣ, ସତ୍ୟବାଦୀ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅର୍ନ୍ତଗତ ଏକ ଗ୍ରାମରେ ଘରେ କେହି ନଥିବା ବେଳେ ଜଣେ ଯୁବକ ଘରେ ପଶି ଯୁବତୀ ଙ୍କୁ ଅସଦାଚରଣ କରିଥିବ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଯୁବକ ଜଣଙ୍କ ଘରେ ପଶି ଯୁବତୀ ଙ୍କୁ ଅସଦାଚରଣ କରିବା ସମୟରେ ଯୁବତୀଙ୍କ ପାଟି ଶୁଣି ଘର ଲୋକେ ପଳାଇ ଆସିଥିଲେ। ଯୁବକ ଜଣଙ୍କୁ ଘରେ କବାଟ ଦେଇ ରଖିବା ସହ ଥାନାକୁ ଖବର ଦେଉଥିଲେ
 । ସତ୍ୟବାଦୀ ଥାନା ଘଟଣା ସ୍ଥଳରେ ପହଞ୍ଚି ଅଟକ ଥିବା ଯୁବକ ଜଣଙ୍କୁ ଉଦ୍ଧାର କରି ସତ୍ୟବାଦୀ ଥାନାକୁ ଅଧିକ ତଦନ୍ତ କରିବାକୁ ଯୁବକଙ୍କୁ ଆଣିଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ ଉକ୍ତ ଯୁବକ ଜଣଙ୍କ ଏହା ଆଗରୁ ଆଉ ଜଣେ ଯୁବତୀକୁ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ଗ୍ରାମରେ ସମାଧାନ କରାଯାଇଥିଲା। ପୁରୀ ଏସପି ଉକ୍ତ କେସ ପ୍ରତି ନଜର ଦେବାକୁ ସାଧାରଣ ରେ ଦାବି ଼ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୬/୨୦୨୪---+୯,୫୦ Sakhigopal News,10/6/2024

Blog Archive

Popular Posts