ପୂର୍ବତନ ବିଧାୟିକା ସୋର୍ଣ୍ନା ହରିଜନ ପଡାରେ କଲ୍ୟାଣ ମଣ୍ଡପ ଉଦଘାଟନ କଲେ
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ପଂଚାୟତ ସୋଣ୍ଣା ହରିଜନପଡ଼ା ଠାରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଉଦ୍ୟମ ରେ ୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି।
ପୂର୍ବତନ ବିଧାୟିକା ଶ୍ରୀମତୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଅଵସରରେ ଶ୍ରୀମତୀ ଛୁରିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସରପଞ୍ଚ ପୂଜା କୁମ୍ଭାର,ସୁରେସନ କୁମ୍ଭାର, ଝିଲିମିଣ୍ଡା ସମବାୟ ସମିତିର ସଭାପତି ହରେକୃଷ୍ଣ ପଧାନ,ନିଲେଶ ମହାପାତ୍ର, ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୬/୨୦୨୪----୭,୫୫ Sakhigopal News,21/6/2024