ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କୁ ଦର୍ଶନ କଲେ ନବ ନିର୍ବାଚିତ ବିଧାୟକ ଓମ୍ ପ୍ରକାଶ ମିଶ୍ର
ସାକ୍ଷୀଗୋପାଳ,------ସତ୍ୟବାଦୀ ର ନୂତନ ବିଧାୟକ ଓମ ପ୍ରକାଶ ମିଶ୍ର ବୀରଗୋବିନ୍ଦପୁର ଗ୍ରାମରେ ପୂଜିତ ମା ଦକ୍ଷିଣକାଳୀ କୁ ଦର୍ଶନ କରିଛନ୍ତି । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସତ୍ୟବାଦୀ ବିଜେପି ସଂଗଠନ ର ମହାମନ୍ତ୍ରୀ ଦୀପକ କୁମାର ଶତପଥି, ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଧୃବ ଚରଣ ଦାଶଙ୍କ ସହିତ ସତବାଦୀ ବ୍ଲକ ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଙ୍କ ସହିତ ତିନୋଟି ଜୋନ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଉମେଶ କୁମାର ପ୍ରଧାନ, କମଳାକାନ୍ତ ମିଶ୍ର ଓ ବିଜେପି ର ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୬/୨୦୨୪----୯,୨୦ Sakhigopal News,17/6/2024