Breaking News

ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନିର୍ମଳା ଭୋଜନର ଆୟୋଜନ


ବରଗଡ଼ --- ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ଓ ନିର୍ମଳା ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ବରଗଡ ପୁରୁଣା ଡାକ୍ତରଖାନା କୁ ଆସୁ ଥିବା ରୋଗି ମାନଙ୍କ ସହଯୋଗୀ ମାନଙ୍କ ପାଇଁ ନିର୍ମଳା ଭୋଜନ ର ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ନିର୍ମଳା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ର ମାର୍ଗଦର୍ଶକ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ନେତୃତ୍ୱ ରେ ଅଟୋ ଚାଳକ ସଂଘ ତରଫରୁ ସାରଥୀ ମେହେର ଓ ଅନ୍ୟ ସଦସ୍ୟ,ଜ଼ିଲ୍ଲା ସମାଜ ସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଓ ସଂଘ ର ସକ୍ରିୟ ସଦଶ୍ୟ ଚିତ୍ତରଞ୍ଜନ ଦାଦା ରାଜେଶ ଭାଇ,କୀର୍ତି ଦାଦା ,ଧର୍ମା ଭାଇ, ଚଉବର୍ଗ ଭାଇ,ଅନିଲ ଭାଇ,ଦୀପକ ଭାଇ,ନମନ ଭାଇ ଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇ ଥିଲା l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୬/୨୦୨୪----୬,୨୦ Sakhigopal News,3/6//2024

Blog Archive

Popular Posts