Breaking News

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା‌ ସମ୍ମାନ ସ୍ଥଗିତ



ଭଞ୍ଜନଗର : ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ, କେନ୍ଦ୍ରପରିଷଦ ତରଫରୁ ମାଟ୍ରିକ ଓ ଯୁକ୍ତଦୁଇ ର କୃତୀ ଛାତ୍ରଛାତ୍ରୀଙ୍କ କଲ୍ୟାଣୀ ମଣ୍ଡପ, ଆସ୍କା ଠାରେ ହେବାକୁ ଥିବା ପ୍ରତିଭା ସମ୍ମାନ ଉତ୍ସବ କେତେକ କାରଣ ଯୋଗୁଁ ସ୍ଥଗିତ ରଖାଗଲା l ପରବର୍ତ୍ତୀ କମ ଦିନ ମଧ୍ୟରେ ଏହା ହେବ l କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ଅଞ୍ଚଳ ମାଧ୍ୟମରେ ଉପଯୁକ୍ତ ସମୟରେ ଜଣାଇଦିଆଯିବ ବୋଲି କେନ୍ଦ୍ର ସଭାପତି ସନ୍ତୋଷ  ଜେନା ଜଣାଇଛନ୍ତି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୬/୨୦୨୪----୭,୨୫ Sakhigopal News,30/6/2024

Blog Archive

Popular Posts