Breaking News

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜେତା କାର୍ଯ୍ୟକ୍ରମ ର ଡକୁମେଣ୍ଟସନ


 ବରଗଡ --- ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭିଡିଓ ଗ୍ରାଫି ଛାତ୍ରଛାତ୍ରୀ ମାନକଂ ର ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ସହପାଠ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଯଥା ଡ୍ରାମା, ଲୋକନୃତ୍ଯ, ଚିତ୍ରକଳା,ଇ ଲାଇବ୍ରେରୀ, ବିଜ୍ଞାନଗାର ର କ୍ରିୟାକଳାପ, କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ କଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୨/୨୦୨୩---୮,୧୦ Sakhigopal News,1/2/2023

Blog Archive

Popular Posts