Breaking News

ବରଗଡ଼ ଜିଲ୍ଲାରେ ନୂତନ ଏସପିଙ୍କୁ ସୈଜନ୍ଯମୁଳକ ସାକ୍ଷାତ କଲେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ


ବରଗଡ----ବରଗଡ ର ନୂତନ ଏସ ପି ଭବେ ଯୋଗଦାନ୍ କରିଥିବା ରାହୁଲ୍ ଜେନ (ଆଇ ପି  ଏସ) ।  ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ସୌଜନ୍ୟ ମୁଳକ ସାକ୍ଷାତ କରିଛନ୍ତି ।  ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସମସ୍ୟା ସଂପର୍କ ରେ ଆଲୋଚନା ହୋଇଥିଲା । ଏ ସଂପର୍କ ରେ ଏସ.ପି ଗଣମାଧ୍ୟମ କୁ ସବୁସମୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ରାଜ୍ୟ ଉପସଭାପତି ଆଶୁତୋଷ ରଥ, ସମ୍ପାଦକ ପରମାନନ୍ଦ ମିଶ୍ର , ସୁବାସ ଚନ୍ଦ୍ର ଦୋରା, ଅସିତ୍ ସ୍ବାଇଁ, ଆକାଶ ମିଶ୍ର,ଅଶୋକ ବାଙ୍କ, କିଶନ ଲାଲ ଅଗ୍ରୱାଲ, ଜନକ ରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବରଗଡ ରୁ ଭବାନୀ ଶଙ୍କର ପାଢୀଙ୍କ  ରିପୋର୍ଟ 
ସାକ୍ଷୀଗୋପାଳନିଉଜ ,୧୮/୭/୨୦୨୧---୭,୨୦। Sakhigopal News, 18/7/2021

Blog Archive

Popular Posts