ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଘର ଉପରକୁ ଟେକା ମାଡ
ସାକ୍ଷୀଗୋପାଳ---- ପୂର୍ବ ଶ୍ରତୁତାକୁ ନେଇ ସତ୍ୟବାଦୀ ଥାନା ଅନ୍ତର୍ଗତ ମୂଳଅଳସା ଗ୍ରାମର ସୁଜତା ସ୍ୱାଇଁଙ୍କ ଘର ଉପରକୁ ଟେକା ମାଡ କରିବା ସହ ଗାଳି ମନ୍ଦ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା କେସନଂ ୧୫୪/୨୦୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୪,୦୦