Breaking News

ଦେଶୀ ମଦ ଜବତ; ଜଣେ ଗିରଫ

 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ରେ ପୁଲିସ ପ୍ରାଟୋଲିଂ କରୁଥିବା ସମୟରେ ବାବୁଲି ନାୟକଙ୍କ ଠାରୁ ୧୭ ବୋତଳ ଆସ୍ପଫଟି ଦେଶୀ ମଦ ଜବତ କରିଛନ୍ତି । ତାଙ୍କ ନାମରେ ୧୫୩/୨୦୨୧ରେ ଏକ କେସରୁଜ କରି ଗିରଫ କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୪,୦୫

Blog Archive

Popular Posts