Breaking News

ଚଞ୍ଚକତା କାଗଜ ପତ୍ର କରି ଦୁଇଲକ୍ଷ ଟଙ୍କା ହଡପ; ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଗବକୁଣ୍ଡର ହରିପୁର ଗ୍ରାମର ହୋମିମଣି ପ୍ରଧାନଙ୍କୁ ସାପ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ହୋମମଣି ପରିବାରଙ୍କୁ ଦୁଇଲକ୍ଷ ଟଙ୍କା ମିଳିଥିଲା । ମାତ୍ର ତାଙ୍କର ଝିଅ ବିଜୟ ଲକ୍ଷ୍ମୀ ସ୍ୱାଇଁ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଓ ଭାଇ ଚଞ୍ଚକତା କାଗଜ ପତ୍ର କରି ଏହି ଟଙ୍କା ହଡପ କରି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଥାନା କସେନଂ୧୫୩/ ୨୦୨୧ମାମଲା ରୁଜ କରି ୪୦୬/ ୫୦୬ ଓ ୩୪ ଆଇପିସି ଦଫା ଲଗାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୪,୦୫

Blog Archive

Popular Posts