ସାସଂଦ ଅପରାଜିତା ଷଡ଼ଙ୍ଗୀ ମା ବିରଜାଙ୍କୁ ଦର୍ଶନ କଲେ
ଯାଜପୁର -----ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀ ଯାଜପୁର ଆସି ମା ବିରଜା ଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗରେ ଶତାଧିକ କର୍ମୀ ମାନେ ଉପସ୍ଥିତ ରହିଥିଲେ । ଯାଜପୁର ସହର ପରି କର୍ମା କରି କିପରି ଯାଜପୁର ସହର ରେ ବିଜେପି ତାର ପତିଆର କରିବ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ ସାଂସଦ । ଆଗମୀ ନିର୍ବାଚନ କୁ ଲକ୍ଷ୍ୟ ରଖି ବିଜେଡି କୁ କିପରି. ପ୍ରତିହିତ କରାଯିବ ଆଲୋଚନା କରିଥିଲେ । ପରେ ପରେ ଗରିବ ଲୋକଙ୍କୁ କମଳ ବାଣ୍ଟି ବା ସହ ବିରଜା କ୍ଷେତ୍ର କୁ କିପରି ରେଳ ସଂଯୋଗ କରାଯିବ ପସ୍ତାବ ଲୋକ ସଭାରେ ଆଲୋଚନା କରିବେ ବୋଲି ଯାଜପୁର ବାସୀଙ୍କୁ କଥା ଦେଇ ଥିଲେ ।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ, ୨୧/୧୨/୨୦୨୦----୬,୫୦