Breaking News

ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର କାଦୁଆ ଗ୍ରାମ ପଞ୍ଚାୟତର ଭଟ୍ଟପୁର ଗ୍ରାମରେ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହେବ । ଏହି ଉପଲକ୍ଷେ ଗ୍ରାମର ସୂର୍ଯ୍ୟକାନ୍ତ ବେହେରା, ବିଜୟ ବେହେରା, ସୁରେନ୍ଦ୍ର ବେହେରା ଓ ଗଙ୍ଗାଧର ବେହେରାଙ୍କ ନେତ୍‌ୃତ୍ୱରେ ଶତାଧିକ ଯୁବକ ମାନେ ଗ୍ରାମ ପରିସର ସଫେଇ କରିବା ସହ ପୋଖରୀ ତୁଟ ଆଦି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସଫେଇ କରାଯାଇଛି । ଆଜି ଅପରାହ୍ନରେ ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁରା ରୋପଣ କରାଯିବ ବୋଲି ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts