ସାକ୍ଷୀଗୋପାଳ ----ସତ୍ୟବାଦୀ ହାଇସ୍କୁଲ ପରିସରରେ ଏନସିସିର ଏ ସାର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ଓ ମହନ୍ତ ଗଦାଧର ଚନ୍ଦନପୁର ଉଚ୍ଚ ବିଦ୍ୟାଳୟର ୪୨ ଜଣ ଏଏନଏସି କ୍ୟାଡେଟର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି । କ୍ୟାଡେଟ ମାନେ ଲିଖିତ ପରୀକ୍ଷା ସହିତ ଡ୍ରିଲ, ମ୍ୟାପ ରିଡିଙ୍ଗ , ଅସ୍ତଶସ୍ତ ଶିିକ୍ଷା, ଦ୍ୱରତ୍ୱ ମାପ ଇତ୍ୟାଦି ବିସୟରେ ପରୀକ୍ଷା ଦେଇଛନ୍ତି । ହାବିଲଦାର ରମେଶ ଚନ୍ଦ୍ର ସିଂ ଓ ଏନସିସିର ଚିଫଅଫିସର ବିଜୟ କୁମାର ପରିଡା ଓ ର୍ଥାଡ ଅଫିସର ଭରତ ସେନାପତି ପରୀକ୍ଷା ପରିଚାଳନା କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ଉଦଘାଟନ କରିଥିଲେ । ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି
 |
Sakhigopal |