Breaking News

ଭାରତ ବନ୍ଦ ସଫଳ

ଭୁବନେଶ୍ୱର---- ଭାରତ ବନ୍ଦ ସାରା ଦେଶରେ ଏହାର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନ କାରି ମାନେ ଆନ୍ଦୋଳନ ଜାରି ରହିଛି । ବସ,ଟ୍ରେନ ଚଳାଚଳ ବନ୍ଦ ରହିଛି। ବାର ଦଫା ଦାବିରେ ଟ୍ରେଡ ୟୁନିୟନ ପକ୍ଷରୁ ଆନ୍ଦୋଳନ ଡ଼ାକରା ଦେଇଛି । ଏହାକୁ କଂଗ୍ରେସ ଦଳ ସାମିଲ ହୋଇଥିବା ର ଦେଖାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିବାର ଜଣାପଡିଛି । ଯାହା ଫଳରେ ବହୁ ଯାତ୍ରୀ ହଇରାଣ ହୋଇଥିବାର ଦେଖାଯାଇଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts