Breaking News

କନ୍ଧମାଳ ବାଲିଗୁଡା ରେ ବନ୍ଦ ଆଂଶିକ ସଫଳ



 କନ୍ଧମାଳ---  କନ୍ଧମାଳ ର ବାଲିଗୁଡା ରେ ଭାରତ ବନ୍ଦ ର ସେପରି କୋଣସି ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି ।  ଦୋକାନ ଗୁଡିକ  ସବୁ ଖୋଲା ଥିବାର ଦେଖିବାକୁ ମିଳିଛି ଏବଂ ପେଟ୍ରୋଲ ପମ୍ପ ସମସ୍ତ ଗାଡି ଟ୍ରକ ଓ ବସ ସବୁ ଚାଲିବାର ଦେଖିବାକୁ ମିଳିଛି । ଏଥି ଯୋଗୁ  ଭାରତ ବନ୍ଦ ସେପରି କିଛି ପ୍ରଭାବ ପଡିନଥିବା ଜଣାପଡିଛି। 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts