Breaking News

ନବଜ୍ୟୋତି ବିଦ୍ୟାମନ୍ଦିରରେ କମ୍ପ୍ୟୁଟର ଗୃହ ଉଦଘାଟନ

D senapati
Delang 
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ସ୍ଥିତ ଧାନକେରା ଗ୍ରାମ ପଞ୍ଚାୟତରେ ଥିବା ନବଜ୍ୟୋତି ବିଦ୍ୟାମନ୍ଦିର ପରିସରରେ ନୂତନ କରି କମ୍ପ୍ୟୁଟର ଗୃହକୁ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ଜେନା ଉଦଘାଟନ କରିଛନ୍ତି । ଆଜିର ଦିନରେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମିନି କମ୍ପ୍ୟୁଟର ବା ଫୋରଜି ମୋବାଇଲି  । ଏହା ହେଉଛି ଏକ ମିନି କମ୍ପ୍ୟୁଟର ବୋଲି କହିଥିଲେ  । ଏଣୁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ପିଲାମାନେ କମ୍ପ୍ୟୁଟର ଶିକ୍ଷା କରିବା ଦରକାର ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ  । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ,  ଗୁରୁମା ଗୁରୁଜୀ , ଅଭିଭବାକ ଓ ଶିକ୍ଷାବିତ୍ତ ମାନେ ଉପସ୍ଥିତ ରହିଥିଲେ  । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts