Breaking News

ବିଜେଡି କୁ ସମର୍ଥନ କଲେ ଅଶୋକ ପାଣିଗ୍ରାହୀ


 N das
Baragarh news
  ବରଗଡ଼ ----  ବିଜେପି ଛାଡ଼ିଥିବା ନେତା ଅଶୋକ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବିଜେଡି ପାଇଁ କାମ କରିବେ । ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ । ବିଜେପିକୁ ଉଚିତ ଜବାବ ଦେବୁ ବୋଲି କହିଛନ୍ତି । ବିଜେଡି ପାଇଁ ପ୍ରଚାର କରିବୁ, ବିଜେପୁରର ବିକାଶ ପାଇଁ ଶାସକ ଦଳକୁ ସମର୍ଥନ ଦେଲୁ ବୋଲି ଅଶୋକ ପାଣିଗ୍ରାହୀ କହିଛନ୍ତି ।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts