Breaking News

ଗ୍ୟାସ ଚୁଲାରୁ ନିଆଁ ଲାଗି ମାପୁଅ ଗୁରୁତର

    ଖୋର୍ଦ୍ଧା  ---- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପାଟଣା ଗ୍ରାମରେ  ଗ୍ୟାସ ଚୁଲାରୁ ନିଆଁ ଲାଗି ମାପୁଅ ଗୁରୁତର। ଶାନ୍ତିଲତା ପାତ୍ର ରୋଷେଇ କଲାବେଳେ  ତାଙ୍କର ସାନ ପୁଅ  ମାୟାଧର ପାତ୍ର ତାଙ୍କ ନିକଟରେ ଛିଡା ହୋଇଥିଲେ।କାରଣବଶତଃ ଗ୍ୟାସ ଲିକ ହୋଇ ହଠାତ ନିଆଁ ଲାଗିଯିବାରୁ ଉଭୟ ମା ପୁଅ ଗୁରୁତର ହୋଇଥିଲେ। ଏମାନଙ୍କ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲରେ ଭତ୍ତିହୋଇଥିବା ଜଣାପଡିଛି।

ଧୀରେନ୍ଦ୍ର ସେନାପତି

Blog Archive

Popular Posts