Breaking News

ଆଜି ପ୍ରସାଦ ହରିଚନ୍ଦନ ପ୍ରାର୍ଥୀପତ୍ର ଦାଖଲ କରିବେ

ସାକ୍ଷୀଗୋପାଳ--- କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି ତଥା ସତ୍ୟବାଦୀ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ଆଜି ସକାଳ ୯ଟାରେ ତାଙ୍କର ହଜାର ଜହାର କର୍ମୀଙ୍କ ଗହଣରେ ପ୍ରର୍ଥୀପତ୍ର ଦାଖଲ କରିବା ପାଇଁ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ଏଥିଯୋଗୁ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ବକୁଳବନ ଠାରୁ କର୍ମୀ ମାନଙ୍କ ଗହଣରେ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ପୁରୀ ଯିବେ । କଣାସ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସମସ୍ତ କଂଗ୍ରେସର ମହିଳା ଓ ପୁରୁଷ  କର୍ମୀ ମାନେ ଯୋଗଦେବା ପାଇଁ  ଦଳ ପକ୍ଷରୁ ଅନୁରୋଧ କରାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts