କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଲେ
ପିପିଲି --- ପିପିଲି ବ୍ଳକର ପାଣିଦୋଳ ଓ ପୁବା ଗ୍ରାମ ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ମାନେ ବିଜେଡିରେ ସାମିଲ ହୋଇଥିବାର ଜଣାପଡିଛି । ବିଶେଷ କରି ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଦୀପ ମହାରଥୀଙ୍କ ନେତୃତ୍ୱରେ ପିପିଲି ବ୍ଳକର ଏହି ଦୁଇ ପଞ୍ଚାୟତର ଅଗ୍ରଗତିର ରଥ ଆଗକୁ ଗଡି ପାରିବ ବୋଲି ଅନୁଭବ କରି କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ସୁଶାନ୍ତ କୁମାର ନାୟକ, କ୍ଷେତ୍ରବାସୀ ନାୟକ, ସୁଧୀର ରାଉତ, ସୁଲୁଆ ପ୍ରଧାନ ପ୍ରମୁଖ କହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର