Breaking News

ସତ୍ୟବାଦୀରେ ମଗୁଶିର ଗଳ୍ପ ଆସର

 


 ସାକ୍ଷୀଗୋପାଳ,---- ସତ୍ôୟାଦୀ ବ୍ଳକ ଅନ୍ତର୍ଗତ ଜୀପୁର ଗ୍ରାମର ନିଷ୍କାମ ନିଳୟରେ ଶିକ୍ଷାବିତ ତଥା ଶିଶୁ ସାହିତ୍ୟକ ପ୍ରଭାତ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଏକ ସାରସ୍ୱତ ମଗୁଶିର ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରଥ କହିଥିଲେ ଆଜିର ଦିନରେ ଓଡିଆ ଭାଷା ବା ଓଡିଆ ଜାତିକୁ ଆଗକୁ ନେବାକୁ ହେଲେ କବିତା ଓ ଗଳ୍ପର ଆସରର ଆବଶ୍ୟକତା ରହିଛି ବୋଲି କହିବା ସହ ପିଲାମାନେ ଗଳ୍ପ ଓଲିଖିନ ଉପରେ ଛାତ୍ରଛାତ୍ରୀ ମାନେ ମନ ନିବେଶ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।  ଦିୟେସକାନ୍ତ ରଥ, ହିମାଂଶୁ ଶେଖର ରଥ, ଦେବସ୍ମିତା ଦାଶ, ସୁଧୀର କୁମାର ରଥ, ସାଇଶ୍ରୀ ମିଶ୍ର, ପ୍ରତୀ୍‌ୀକ ରଥ, ସାଇଦିବ୍ୟାଂଶୁ ମିଶ୍ର, ଓ ସାଇ ପ୍ରକାଶ ମିଶ୍ର ପ୍ରମୁଖ ସ୍ୱରଚିତ ଗଳ୍ପ ପାଠ କରିଥିଷଲ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଷଲ ଦିଂଶୁମାନ ରଥ । ଲାବଣ୍ୟବତୀ ଦେବୀ ଓ ଟୁକୁନାମଣୀ ରଥ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୪---୭,୨୫    Sakhigopal News, 1/12/2024

Blog Archive

Popular Posts