Breaking News

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ, ଭଂଜନଗର ଓକିଲ ସଂଘ



ଭଂଜନଗର - ଆଡଭୋକେଟ୍ ଓ୍ବେଲଫର ଫଣ୍ଡ ଟ୍ରଷ୍ଟ କୁ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ୨୦୨୪-୨୫ ବର୍ଷ ପାଇଁ ମ୍ୟାଚିଙ୍ଗ୍ ଫଣ୍ଡ ବାବଦରେ ୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ଭଂଜନଗର ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଏବଂ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ, ଏକ ପ୍ରେସ୍ ନୋଟ୍ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ଓକିଲ ମାନେ ବିଶେଷ ଭାବେ ଉପକୃତ ହେବେ । ଏନେଇ ମୁଖ୍ୟମନ୍ତ୍ରୀ  ଏବଂ ଆଇନ ମନ୍ତ୍ରୀ ଙ୍କୁ ଓକିଲ ସଂଘ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪---୯,୩୫ Sakhigopal News,31/12*2024

Blog Archive

Popular Posts