Breaking News

ସରସ୍ବତୀ ଶିଶୁବିଦ୍ୟାଭବନ ବେଲଲଗୁଣ୍ଠା ର ୨୮ତମ କ୍ରୀଡା ଉତ୍ସବ ଅନୁଷ୍ଠିତ



ଭଞ୍ଜନଗର---  ଦୁଇ ଦିନ ଧରି ସରସ୍ବତୀ ଶିଶୁ ବିଦ୍ୟା ଭବନର ବାର୍ଷିକ କ୍ରୀଡା ଉସ୍ଥବ କୁ  ସମାଜ ସେବି ତଥା ଅବସରପ୍ରାପ୍ତ ବନ କର୍ମଚାରୀ ଶ୍ରୀ ଶୁଳପାଣି ଶତପଥୀ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଉଦଘାଟନ କରିଥିଲେ।
 ଉକ୍ତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ସେନା କର୍ମଚାରୀ କ୍ଯାପଟେନ ହେନ୍ଦ୍ର କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରୀ, ଛାତ୍ରଙ୍କ ସକାଶେ କ୍ରୀଡାର ଆବଶ୍ୟକତା ଏବଂ ଶିକ୍ଷା ସହିତ ଯୋଗ, ଖେଳ ଇତ୍ୟାଦିର ଜିପାରି ସଂଯୋଗ ରହିଛି ବୁଝାଇ ଥିଲେ l ଅନୁଷ୍ଠାନ ର ମୁଖ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ବ୍ଲକନିକଟସ୍ଥ ସୁନ୍ଦର ଖେଳ ପଡିଆରେ କ୍ରୀଡା ଅନୁଷ୍ଠିତ ହୋଇଥିଲା  l ଶିକ୍ଷା ଅନୁଷ୍ଠାନର ପ୍ରଧାନ ଗୁରୁଜୀଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୪----୮,୪୫ Sakhigopal News,14/12/2024

Blog Archive

Popular Posts