Breaking News

ପିକଅପ୍ ଭ୍ୟାନ୍ ଧକ୍କାରେ ଲୁନା ଚାଳକଙ୍କ ମୃତ୍ୟୁ



ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ରମ୍ଭା ଗ୍ରାମ ନିକଟରେ ପିକଅପ୍ ଭ୍ୟାନ୍ ଧକ୍କାରେ ମଟର ସାଇକେଲ ଚାଳକଙ୍କ ମୃତ୍ୟୁ ।ସେହେଲେ  ଦଦରାଲୁଣ୍ଡା ଗ୍ରାମ ନିକଟ ପଇତା ଗାଁର ରାଜେନ୍ଦ୍ର ବିଷୋୟୀ । ଖବର ନେବାରେ ରାଜେନ୍ଦ୍ର କୈଣସି କାମରେ ଗାଁ ନିକଟ ରମ୍ଭା ଗ୍ରାମକୁ ଯାଇ ରାସ୍ତା ପାଶ୍ୱର୍ରେ ଠିଆ ହେଇଥିବା ବେଳେ ଦୁଗାପ୍ରସାଦରୁ ଭଞ୍ଜନଗର ଦୁତଗତିରେ  ଆସୁଥିବା ବେଳେ ଭାରସାମ୍ୟ ହରାଇ ରାଜେନ୍ଦ୍ର କୁ ଧକ୍କା ଦେବା ଫଳରେଛିଟିକି ହେଇ ପଡିବା ଫଳରେ ଗୁରୁତର ହେଇ ପଡିଥିଲେ । ରରାଜେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ଏଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ଖବରପାଇ ଡାକ୍ତରଖାନାରେ ପହଞ୍ଜି ମୃତ୍ୟୁ ରାଜେନ୍ଦ୍ରର ମୃତଦେହ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍ ସହ ମଟରସାଇକେଲ ମଧ୍ୟ ଜବତ କରିଛି ।ଏହି ଘଟଣକୁ ନେଇ ଭଞ୍ଜନଗର ଥାନା ୧୧୭୨/୨୪ରେ ଏକ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ କୁମୁର ମୂଦୁଲି ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୪----୯,୫୫ Sakhigopal News,31/12/2024

Blog Archive

Popular Posts