Breaking News

ଶ୍ରୀମଭାଗବତ ଗୀତା ନବାକ୍ଷୀର ପୁସ୍ତକ ଲୋକାର୍ପଣ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ପ୍ରଧ୍ୟାପକ ଡ, ବସନ୍ତ କୁମାର ରଥଙ୍କ ରଚିତ ଶ୍ରୀମଭାଗବତ ଗୀତା ନବାକ୍ଷର ପୁସ୍ତକ ବିଭିନ୍ନ ବ୍ୟକ୍ତ ବିଶେଷଙ୍କ ମାଧ୍ୟମରେସତୁରୀ ଖଣ୍ଡ ପୁସ୍ତକ ଲୋକାର୍ପଣ ହୋଇଯାଇଛି । ବିଶେଷ କରି ପୁରୀ ଜିଲ୍ଲାର ଶାସନ ଓ କରବାଡ ନୂଆଗାଁ, ବିଶ୍ୱନାଥପୁର, ରାୟଚକ୍ରଧରପୁର, ବଳପୁର, ବୀରରାମଚନ୍ଦ୍ରପୁର ଓ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠ ଓ ଗ୍ରାମ ମାନଙ୍କ ସହିତ ମନ୍ଦିର ଓ ପାଠାଗାର ମାନଙ୍କରେ ପୁସ୍ତକ ଉନ୍ମୋଚିତ କରାଯାଇଛି ବୋଲିି ପ୍ରଧ୍ୟାପକ ଶ୍ରୀ ରଥଙ୍କ ଠାରୁ ସୁଚନା ମଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୫/୨୦୨୩---୭,୧୦  Sakhigopal News,6/5/2023

Blog Archive

Popular Posts