ହାଇୱେ ଧକ୍କାରେ ଛାତ୍ରଙ୍କ ମୁତ୍ୟୃ
ଜଟଣୀ -ସ୍ଥାନୀୟ ଆଇଆଇଟି କ୍ୟାମ୍ପସରେ ଛାତ୍ରଙ୍କ ମୁତ୍ୟୃ ହୋଇଯାଇଛି l ସୂଚନା ମୁତାବକ ଆସନ୍ତା କାଲି ସନ୍ଧ୍ୟା ସମୟରେ ଆଇଆଇଟି ରେ ପଢ଼ୁଥିବା ପିଏଚେଡି ଛାତ୍ର ଅଭିନନ୍ଦନ ପଣ୍ଡା କ୍ୟାମ୍ପସରେ ବୁଲୁଥିବା ସମୟରେ ଏକ ଅଜଣା ହାଇୱେ ଆସି ଧକ୍କା ଦେଇଥିଲା l ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ମୁର୍ତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଜଟଣୀ ପୋଲିସ କ୍ୟାମ୍ପସରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୫/୨୦୨୩---୭,୧୦ Sakhigopal News,24/5/2023