ସତ୍ୟବାଦୀ ବ୍ଳକ ପରିସରରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସତ୍ୟବାଦୀ ବ୍ଲକ ବିଡିଓ ଲୋଚନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାୟକ,ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,ଡ଼ି ଏସ ପି ଅସ୍ମିତା ପରମିତା,ଡେପୁଟି କଲେକ୍ଟର ପ୍ରିୟ ଦର୍ଶିନୀ ମଲ୍ଲିକ,( ଜନ ଶୁଣାଣି) ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ,ଆଡ଼ିସିନାଲ ସି ଏସ ଓ,ମେଡିକାଲ ଅଫିସର ଦେବାଶିଷ ନାୟକ,ଏମ ଆଇ ଜୟନ୍ତି ହରିଚନ୍ଦନ,ଆର ଡବ୍ଲୁ ଏସ ଏସ ର ଯନ୍ତୀ, ଅତିରିକ୍ତ ବିଡିଓ ଅରକ୍ଷିତ ପ୍ରଧାନ ଓ ଅନ୍ୟାନ୍ୟ ବିଭାଗ ର ଅଧିକାରୀ,ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା ପ୍ରମୁଖ ଜନ ଶୁଣାଣି ଶିବିର ରେ ଯୋଗ ଦେଇଥିଲେ। ଜନ ଶୁଣାଣି ରେମୋଟ ୨୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ଅସ୍ଯହ ଖରା ଯୋଗୁ ଜନଶୁଣାଣୀ ରେ ଅଳ୍ପ ଅଭିଯୋଗ ଆସିଥିଲା। ଯେଉଁ ଅଭିଯୋଗ ଗୁଡ଼ିକ ଆସିଥିଲା ସେ ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଡ଼ିଓ ଶ୍ରୀ ଦାସ ଙ୍କ ଠାରୁ ସୁଚନା ମିଳିଛି।ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସତ୍ୟବାଦୀ ବ୍ଲକ ବିଡିଓ ଲୋଚନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାୟକ,ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,ଡ଼ି ଏସ ପି ଅସ୍ମିତା ପରମିତା,ଡେପୁଟି କଲେକ୍ଟର ପ୍ରିୟ ଦର୍ଶିନୀ ମଲ୍ଲିକ,( ଜନ ଶୁଣାଣି) ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ,ଆଡ଼ିସିନାଲ ସି ଏସ ଓ,ମେଡିକାଲ ଅଫିସର ଦେବାଶିଷ ନାୟକ,ଏମ ଆଇ ଜୟନ୍ତି ହରିଚନ୍ଦନ,ଆର ଡବ୍ଲୁ ଏସ ଏସ ର ଯନ୍ତୀ, ଅତିରିକ୍ତ ବିଡିଓ ଅରକ୍ଷିତ ପ୍ରଧାନ ଓ ଅନ୍ୟାନ୍ୟ ବିଭାଗ ର ଅଧିକାରୀ,ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା ପ୍ରମୁଖ ଜନ ଶୁଣାଣି ଶିବିର ରେ ଯୋଗ ଦେଇଥିଲେ। ଜନ ଶୁଣାଣି ରେମୋଟ ୨୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ଅସ୍ଯହ ଖରା ଯୋଗୁ ଜନଶୁଣାଣୀ ରେ ଅଳ୍ପ ଅଭିଯୋଗ ଆସିଥିଲା। ଯେଉଁ ଅଭିଯୋଗ ଗୁଡ଼ିକ ଆସିଥିଲା ସେ ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଡ଼ିଓ ଶ୍ରୀ ଦାସ ଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୫/୨୦୨୩----୮,୧୦ Sakhigopal News,15/5/2023