Breaking News

ମଳୟ ପୁରୋହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଲେ


ବରଗଡ଼----- ବରଗଡ ଜିଲ୍ଲା ର ସଂକ୍ରିଡା ପଞ୍ଚାୟତ ସଂକ୍ରିଡା ଗ୍ରାମର ଲଲିତ ମୋହନ ପୁରୋହିତଙ୍କ ତୃତୀୟ ପୁତ୍ର ମଳୟ ପୁରୋହିତ ଅଟନ୍ତି। ସେ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲା ରେ ଗୋଇନ୍ଦା ବିଭାଗର ଇନ୍ସପେକ୍ଟର ଭାବେ ମଳୟ କାର୍ଯ୍ୟରତ ଅଛନ୍ତି । ତାଙ୍କର ପୋଲିସ ବିଭାଗରେ ପଦୋନ୍ନତି ହୋଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହୋଇଛନ୍ତି । ଏ ଖବର ପ୍ରସାରିତ ହେବା ପରେ ସଂକ୍ରିଡା ସମେତ ସାଙ୍ଗସାଥୀ ବନ୍ଧୁ ବାନ୍ଧବ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୫/୨୦୨୩---୭,୪୫ Sakhigopal News,20/5/2023

Blog Archive

Popular Posts