Breaking News

ସତ୍ୟବାଦୀ ବିଡିଓଙ୍କର ଅନତ୍ୟ ବଦଳି



 ସାକ୍ଷୀଗୋପାଳ---ସତ୍ୟବାଦୀ ବ୍ଳକ ବିଡିଓଙ୍କର କନକଧରା ବ୍ଳକକୁ ବଦଳି କରାଯାଇଛି । ସେ କଣାସ ବ୍ଳକରୁ ବଦଳି ହୋଇ ଅକ୍ଟେବର ମାସରେ ସତ୍ୟବାଦୀ ବ୍ଳକରେ ଯୋଗ ଦେଇଥିଲେ । ତାଙ୍କୁ ଏବେ କନକଧଡା ବ୍ଳକରେ ବିଡିଓ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ମାତ୍ର ତାଙ୍କ ସ୍ଥାନରେ କିଏସେ ବିଡିଓ ଭାବେ ଯୋଗ ଦେବେ ତାହା ଜଣାପଡିନାହିଁ ।ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୧୯/୫/୨୦୨୩---୭,୨୫   Sakhigopal News, 19/5/2023

Blog Archive

Popular Posts