Breaking News

ସତ୍ୟବାଦୀ ବ୍ଳକର ବଡବାବୁଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ

  

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଡ ବାବୁ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡିଓ ଲୋଚନ ଦାସଙ୍କ ସଭାପତିତ୍ୱରେ ସଦଭାବନା ସଭା ଗୃହ ପରିସରରେ ଏକ ସମ୍ମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ବଡବାବୁଙ୍କ ସ୍ମୃତିଗାନ କରିଥିଲେ । ସେହିପରି ଜିଆରଏସ, ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟନାୟକଙ୍କ ସହିତ ବିଭିନ୍ନ ଜେଇଙ୍କ ସହିତ ବିଭିନ୍ନ କର୍ମଚାରୀ ମାନଙ୍କ ପକ୍ଷରୁ ଅବସର ଗ୍ରହଣ କରିଥିବା ବଡବାବୁଙ୍କୁ  ଫୁଲତୋଡା ଓ ଉପଢ଼ୌକନ ଦେବାସମ୍ମର୍ଦ୍ଧନା କରାଯିବା ସହ ତାଙ୍କର ବାକି ଦିନ ତକ ଭଲରେ କଟୁବୋଲି ଗଭବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । 

 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୩---୮,୨୦  Sakhigopal News ,31/5/2023

Blog Archive

Popular Posts