Breaking News

ମହୁଲପାଲି , ଠାରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ଯୋଜନା ଆରମ୍ଭ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ନିକଟସ୍ଥ ମହାନଦୀ ଠାରେ ଏକ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ଯୋଜନା ଆରମ୍ଭ ହୋଇଛି। କେଇସି ଇନ୍ଟରନ୍ୟାଶନାଲ ଲିମିଟେଡ ତାର ପ୍ରଥମ ପର୍ଯ୍ୟାୟ କାମ ନିର୍ଧାରିତ ସମୟ ମଧ୍ୟରେ ଜଳ ବିଶୋଧନାଗାର ଟାଙ୍କି ନିର୍ମାଣ ଶେଷ ହୋଇଛି। ଏହି ମହୁଲପାଲି ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ରୁ ଭେଡେନ ବ୍ଲକ ଓ ବରପାଲି ବ୍ଲକ ର ୪୩ ପଞ୍ଚାୟତ ର ୧୬୬ ଗ୍ରାମ ର ୬୦,୧୪୩ ପରିବାର, ୨,୩୪,୮୩୦ ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇ ଉପକୃତ ହୋଇପାରିବେ ବୋଲି ଏହି କାର୍ଯ୍ୟ ର ପ୍ରୋଜେକ୍ଟ ମ୍ୟାନେଜର ଆର ବିଜୟ କୁମାର କହିଛନ୍ତି। ଏହି ପ୍ରକଳ୍ପ ରେ ଇଲେଟ୍ରିକ୍ ମେକାନିକାଲ ର ଆସିଷ୍ଟାଣ୍ଡ ମ୍ୟାନେଜର ଦାଦା ରଂଗନାଥ ଓ ସନ୍ଦୀପ ନାୟକ, ସିଭିଲ ର ଅମର ସିଂ, ପାଇପଲାଇନ୍ ର ବି ସୂର୍ଯ୍ୟପ୍ରକାଶ ରାଓ, କମର୍ସିଆଲ ଡିପାର୍ଟମେଣ୍ଟ ର ଶ୍ରୁତିରଂଜନ ସାହୁ ଓ ଅଲେଖ ସ୍ୱାଇଁ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ନିର୍ମାଣ କାର୍ଯ୍ୟ ରେ ସହଯୋଗ କରିଥିବାର ଜଣାପଡିଛି । ୧/୫/୨୦୨୩-----୮,୪୦ Sakhigopal News,1/5/2023

Blog Archive

Popular Posts