ସାକ୍ଷୀଗୋପାଳରେ କୋଭିଡ-୧୯ ଆଇନକୁ ଫୁ
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଏବେ ମାଡି ଚାଲିଛି । କମିବାର ନାଁ ଧରୁନାହିଁ । ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତିତ ରହିଥିବା ବେଳେ ସତ୍ୟବାଦୀରେ କୋଭିଡ-୧୯ ଆଇନକୁ କେହି ମାନୁନାହାନ୍ତି । କାହାରି ମୁହଁରେ ମାସ୍କ ଦେଖିବାକୁ ମିଳୁନାହିଁ । ବଜାର ହାଟରେ ମେଳା ବସିଲା ପରି ଲୋକମାନେ କିଣାବିକା କରୁଛନ୍ତି । ସାମାଜିକ ଦୂରତ୍ୱ କଥାକୁ ଭୁଲି ଯାଇଛନ୍ତି । ପୁଲିସ ପକ୍ଷରୁ ମାସ୍କ ଚେିକିଙ୍ଗି କରାଯାଉଛି ମାତ୍ର ସେପରି ନୁହେଁ । ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେବାକୁ ବୁଦ୍ଧଜୀବୀ ମାନେ ଦାବି କରିଛନ୍ତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪୨୦୨୧----୯, ୪୦