Breaking News

କ୍ରଂଗେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ପରଲୋକ


ଡେଲାଙ୍ଗ---- ପିପିଲି ଉପନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ପରଲୋକ ହୋଇଯାଇଛି । ଡେଲାଙ୍ଗ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।
  ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ,୧୪/୪/୨୦୨୧----୫,୦୦

Blog Archive

Popular Posts