>>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • >>
  • ଆନ୍ତର୍ଜାତିକ ଯୋଗ ଦିବସ ପାଳନ
  • >>
  • ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
  • >>
  • ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
  • >>
  • ଆଇଆଇଟି ଭୁବନେଶ୍ବରରେ ଉତ୍ସାହ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
  • >>
  • ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ
  • >>
  • ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ
  • >>
  • ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଜିଗିରିକୁ ଐତିହ୍ୟ ଗାଁର ମାନ୍ୟତା ମିଳିଲା
  • >>
  • ବର୍ଷ ଏକ ବିଶ୍ୱାସ ଘାତକ ଅନେକ ଲେଖିବା ପାଇଁ ଦାବୀ କଲେ ବ୍ଳକ ଅଧ୍ୟକ୍ଷ ; ବିଧାୟକଙ୍କ କଥାରେ ଚାଲିଛି ସତ୍ୟବାଦୀ ବ୍ଳକ
  • >>
  • ପଟ୍ଟା, ରାଶନ କାର୍ଡ ଓ ଅନ୍ତ୍ୟୋଦୟ ଆବାସ ଯୋଜନା ଗୃହର କାର୍ଯ୍ୟଦେଶ ବଣ୍ଟନ
  • >>
  • ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ
  • ଭେଡେନରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା,୩ଟି କେନ୍ଦ୍ରରେ ୧୭୬ଜଣ ପରୀକ୍ଷାର୍ଥୀ



    ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ:-  ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରାଥମିକ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି।ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ,ଜାମଡୋଲ ଉଚ୍ଚ ବିଦ୍ୟାଳୟ ଓ କୁବେଡେଗା ଉଚ୍ଚବିଦ୍ୟାଳୟ ତଥା ୩ଟି କେନ୍ଦ୍ରରେ ମୋଟ ୧୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ,ଏବିଓ ଅଭିମନ୍ୟୁ ଭୋଇ,ହେମବତୀ ମେହେର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା ହୋଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବନମାଳୀ ଦାଶ,ସୁଦାମ ଚରଣ ଦାସ, ରୁଦ୍ର ଦେବ ସାହୁ ସିଆରସିସି କ୍ଷିତେ ସ୍ଵର ବେହେରା, ଲଲିତ ମୋହନ ସାହୁ,ସୁଦାମ ଚରଣ ସାହୁ, ଅରୁଣ କୁମାର ଭୋଇ ଓ ତିନୋଟି ବିଦ୍ୟାଳୟ ର ସହକାରୀ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
    ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.... ୧୭/୧/୨୦୨୧------୯,୧୦

    Blog Archive

    Popular Posts