କରୋନା ଯୋଗୁ ଯାଦବ କୁଳର ବୈଠକ ବାତିଲ
ସାକ୍ଷୀଗୋପାଳ ---- କରୋନା ଭୂତାଣୁ ଯୋଗୁ ରାଜ୍ୟରେ ଲକ ଡାଉନ ଲାଗୁ କରାଯାଇଛି । ପଶ୍ଚିମ ଯାଦବ କୁଳର ବାର ଦେଶର୨ ତାରିଖ ରାମନବମୀ ଦିନରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ସାଗରସ୍ନାନ ଘାଟ ତୋଟାରେ ଅନୁଷ୍ଠିତ ହେବ ବୋଲି ନିସ୍ପତି କରାଯାଇଥିଲା । ମାତ୍ର ଲକ ଡାଉନ ଯୋଗୁ ଏହା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରହିଲା ବୋଲି ବାର ଦେଶର ସଭାପତି କୈଳାସ ଚନ୍ଦ୍ର ବେହେରା ଓ ସମ୍ପାଦକ ଶିଖର ବେହେରାଙ୍କ ଠାରୁ ସଚୁନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି