Breaking News

ସହୀଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି


ଡେଲାଙ୍ଗ----- ଗୋଟିଏ ପଟେ କରୋନା ଦୁଖଃ ଦେଉଥିବା ବେଳେ ଅନ୍ୟ ପଟେ ନକ୍ସଲ ମାନେ ଅଧିକ ଦୁଖଃ ଦେଇଛନ୍ତି । ସୁଚନାଯୋଗ୍ୟ ଯେ ଛତିଶଗଡ ସୁକମା ଠାରେ ନକ୍ସଲ ହମଲାରେ ଆମ ଦେଶର ୧୭ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ରବିବାର ଥିଲା ଆମ ପାଇଁ ଏକ ଅଶୁଭ ଦିବ । ଗୋଟଏ ପଟେ କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ଜନତା କôଫୁର୍୍ୟ ଲାଗୁ ହୋଇଥିବା ବେଳେ ଅନ୍ୟ ପକ୍ଷେ ୧୭ଜଣ ଯବାନ ସହୀଦ ହେବା  ଆମପାଇଁ ଦୁଖଦଃ ଦିବସ । ଡେଲାଙ୍ଗ ଷ୍ଟେସନ ସ୍ଥିତ ପୁରାତନ ପ୍ରଭାତ କବ୍ଳ ପକ୍ଷରୁ ଆଜି ସଂଧ୍ୟାରେ ଏକ ମହମବତୀ ଜାଳି ୧୭ଜଣ ବୀର  ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts