Breaking News

ବାଲିଗୁଡା ପୋଲିସ ର ଭିନ୍ନ ଭାବରେ ସଚେତନତା


 କନ୍ଧମାଳ--- କନ୍ଧମାଳ ଜିଲ୍ଲା ର ବାଲିଗୁଡା ପୋଲିସ ର ଭିନ୍ନ ଭାବରେ କରୋନା ସଚେତନତା କରିଛନ୍ତି । କନ୍ଧମାଳ ପ୍ରଶାସନିକ ତରଫରୁ ବିଭିନ୍ନ ମାଧ୍ୟ୍ୟମରେ ଜନସାଧାରଣ କୁ ସଚେତନତା କରାଯାଇଥିଲା । ଅଯଥା ଭାହାରେ ନ ବୁଲିବା ଏବଂ ଅତି ଜରୁରୀ ପରିସ୍ଥିତି ଥିଲେ ପଦାକୁ ବାହାରିବା ପାଇଁ ସଚେତନ କରିଥିଲେ । ମାତ୍ର କିଛି ଯୁବକ କୋୖଣସି କାରଣ ନ ଥାଇ ବାହାରରେ  ଲବାଲିଥିଲେ । ବାଲିଗୁଡା ନିକଟ ତୁମିଡିବନ୍ଧ ଠାରେ ବାଲିଗୁଡା  ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ତୁମିଡିବନ୍ଧ ଥାନା ଅଧିକାରି ବାବା ଶଙ୍କର ସରାଫ ଓ ବିଡ଼ିିଓ ଉପସ୍ଥିତରେ ଲକ୍ ଡାଉନ୍ ସ୍ଥିତି ପରଖିବା ସମୟରେ  କିଛି ଲୋକ ସେମାନଙ୍କ ନଜରକୁ ଆସିଥିଲେ । ସେମାନଙ୍କୁ ଅଭିନବ ଉପାୟରେ   ଜନସାଧାରଣ କୁ ସଚେତନତା କରିଥିଲେ । କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts